ପ୍ରତିବର୍ଷ IPL-13 ଖେଳ ଆମ ଦେଶ ଭାରତରେ ହେଉଥିଲା କିନ୍ତୁ ଏହି ବର୍ଷ କରୋନା ପାଇଁ ଦୁବାଇରେ ଖେଳ ହେଉଅଛି |
ସେପ୍ଟେମ୍ବର 19ରୁ ମଜ଼ା ନେବେ IPL-13 ଖେଳର | ଆସିଲା IPL-13 ଖେଳର କାର୍ଯ୍ୟସୂଚୀ, ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ମହେନ୍ଦ୍ର ସିଂ ଧୋନି ଏବଂ ରୋହିତ ଶର୍ମା.

Leave a Reply

Your email address will not be published. Required fields are marked *