ଏବେ ବାର୍ଷିକ 40 ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାରବାରରେ GST ଲାଗୁ ହେବ ନାହିଁ । ପ୍ରଥମେ ଏହା 20 ଲକ୍ଷ ଥିଲାବେଳେ ଏବେ ଏହା 40 ଲକ୍ଷ ପର୍ଯ୍ୟନ୍ତ ଜିଏସ୍‌ଟି ଲାଗୁ ହେଉନାହିଁ । ଆହୁରି ମଧ୍ୟ ଯେଉଁ ବ୍ୟବସାୟୀ ବାର୍ଷିକ 1.5 କୋଟି ଟଙ୍କାର ବ୍ୟବସାୟ କରୁଛନ୍ତି ସେମାନେ ଚାହିଁଲେ ସରକାରଙ୍କର କମ୍ପୋଜିସନ ସ୍କିମରେ ଯୋଗ ଦେଇ ବାର୍ଷିକ ମାତ୍ର 1% ଟିକସ ଦେଇପାରିବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

sources: https://twitter.com/PIBBhubaneswar/status/1297761078835679232

Leave a Reply

Your email address will not be published. Required fields are marked *