ପୁଣି ଚୀନ୍କୁ ଝଟକା। ଚୀନ୍ ବିରୋଧରେ ଆମେରିକା ପୁଣି କଠୋର ହୋଇଛି। ପୂର୍ବରୁ ଆମେରିକା ଚୀନ୍ ର ୨୪ଟି କମ୍ପାନୀକୁ ବ୍ୟାନ୍ କରିଥିଲା । ଏବେ ପୁଣିଥରେ ଚୀନରୁ ଆମଦାନୀ ହେଉଥିବା ୫ ପ୍ରକାରର ସାମଗ୍ରୀକୁ ବ୍ୟାନ କରିଛି ଆମେରିକା।

ଚୀନର ଜିନଙ୍ଗାଙ୍କୁ ପ୍ରୋଭିନ୍ସରୁ ଆମଦାନୀ ହେଉଥିବା ୫ଟି ସାମଗ୍ରୀକୁ ବ୍ୟାନ୍ କରାଯାଇଛି। ଏହି ୫ ସାମଗ୍ରୀ ଗୁଡିକ ହେଉଛି କଟନ, ହେୟାର ପ୍ରଡକ୍ଟସ୍, କମ୍ୟୁଟର ଉପକରଣ ଓ କିଛି ଟେକ୍ସଟାଇଲ। ଏ ସବୁ କ୍ଷେତ୍ରରେ ଚୀରେ ବେଆଇନ୍ ଭାବେ ଶ୍ରମିକଙ୍କୁ ବନ୍ଧକ ରଖି କାମ କରାଉଥିବାରୁ ଟ୍ରମ୍ପ ପ୍ରଶାସନ ଏଭଳି କଡ଼ା ନିଷ୍ପତ୍ତି ନେଇଛନ୍ତି।

Leave a Reply

Your email address will not be published. Required fields are marked *