ବେତନଟୀ: ବେତନଟୀରେ ଥିବା ଡିଜିଟାଲ ହେଲ୍ପଲାଇନ ବେତନଟୀ ତରଫରୁ ନିଯୁକ୍ତି ସୁଯୋଗ |ଏଥିରେ ରିସେପ୍ସଅନିଷ୍ଟ ପଦବୀ ପାଇଁ ୧ଟି ଓ ଡାଟା ଏଣ୍ଟ୍ରି ପାଇଁ ୫ଟି ପଦବୀ ରହିଛି | ରିସେପ୍ସଅନିଷ୍ଟ ପଦବୀ ପାଇଁ +୨ ପାଶ୍ ଓ କମ୍ପୁଟର ଜ୍ଞାନ ସହିତ ଓଡ଼ିଆ, ହିନ୍ଦୀ ତିନୋଟି ଭାଷାରେ ଭଲ କଥାବାର୍ତ୍ତା ଶୈଳୀ ରହିଥିବ , ଡାଟା ଏଣ୍ଟ୍ରି ପାଇଁ +୨ ପାଶ୍ ଓ କମ୍ପୁଟର ଜ୍ଞାନ ରହିଥିବା ଆବଶ୍ୟକ |

ଏହି ନିଯୁକ୍ତି ପାଇଁ www.digitalhelplinebetnoti.com websiteରେ ଆବେଦନ କରିପାରିବେ ନଚେତ୍ E-mail – [email protected] ରେ BIO -DATA ମଧ୍ୟ ଦେଇ ଆବେଦନ କରିପାରିବେ|

ଏହି ନିଯୁକ୍ତି ଆବେଦନର ଶେଷ ତାରିଖ ରହିଛି ୨୦ ସେପ୍ଟେମ୍ବର ୨୦୨୦ |

Leave a Reply

Your email address will not be published. Required fields are marked *