narendra-kumar-swain

ଆଜି ପୂର୍ବତନ ରାଜ୍ୟ ସଭା ସାଂସଦ ନରେନ୍ଦ୍ର ସ୍ୱାଇଁ 81 ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି | ତାଙ୍କର ମୃତ୍ୟୁପରେ ମୁଖ୍ୟମନ୍ତ୍ରୀ ଶୋକପ୍ରକାଶ କରିଛନ୍ତି |

ସେ ୨୦୧୫ ମସିହାରେ ରାଜ୍ୟସଭାର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ | ବିଜେଡି ଟିକେଟରେ ରାଜ୍ୟସଭାକୁ ଯାଇ ସେ ଓଡ଼ିଶାର ପ୍ରତିନିଧିତ୍ୱ କରିଥିଲେ।

Leave a Reply

Your email address will not be published. Required fields are marked *