odisha result

ଆଜି ଚଳିତ ବର୍ଷର ଯୁକ୍ତ 2 ପରୀକ୍ଷା ଫଳ ପାଇଲା | ମୋଟ ପାସ ହାର 67.56% | ଛାତ୍ରୀଙ୍କ ପାସ ହାର 75.48% ହୋଇଥିବା ବେଳେ ଛାତ୍ରଙ୍କ ପାସ ହାର 57.53% ରହିଅଛି |

ଚଳିତ ବର୍ଷ ମୋଟ ୨ ଲକ୍ଷ ୧୯ ହଜାର ୭୧୬ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଏବଂ ୧ ଲକ୍ଷ ୪୮ ହଜାର ୪୫୨ ଜଣ ପରୀକ୍ଷାର୍ଥୀ ପାସ କରିଛନ୍ତି ବୋଲି CHSE କାର୍ଯ୍ୟାଳୟରେ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି |ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି ୨୨ ହଜାର ୧୯୬ ପରୀକ୍ଷାର୍ଥୀ।

Leave a Reply

Your email address will not be published. Required fields are marked *