ଶିକ୍ଷା

reopen date of odisha school

ସ୍କୁଲ ଖୋଲା ହେବ ଦୁର୍ଗାପୂଜା ପରେ :କହିଲେ ମୁଖ୍ୟମନ୍ତ୍ରୀ ।

କରୋନା ଭୁତାଣୁକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ବୁଧବାର ଦିନ କହିଛନ୍ତି ଯେ ସମସ୍ତ ଶିକ୍ଷା ଅନୁଷ୍ଠାନ ଦୂର୍ଗାପୂଜା ଛୁଟି ପରେ ହିଁ ଖୋଲିବ । ଚଳିତବର୍ଷ ଦୂର୍ଗାପୂଜା ଅକ୍ଟୋବର 23 ରୁ ଆରମ୍ଭ ହୋଇ ଅକ୍ଟୋବର 26 ରେ ଶେଷ ହେବ । ରାଜ୍ୟରେ COVID-19 ପରିସ୍ଥିତି ଉପରେ ସମୀକ୍ଷା କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି।
ସମ୍ପୂର୍ଣ ପଢନ୍ତୁ……..