ଟୁଇଟରରେ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡିଆ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ଟୁଇଟ କରି ଧନ୍ୟବାଦ ଦେଇଛନ୍ତି । ଗୁରୁବାର ମୋଦିଙ୍କ ଜନ୍ମ ଦିନ ଥିବା ବେଳେ ତାଙ୍କୁ ଦେଶବାସୀଙ୍କର ଛୁଟିଥିଲା ଜନ୍ମଦିନର ଶୁଭେଚ୍ଛା । ସେହିଭଳି ସବ୍ୟସାଚୀ ମଧ୍ୟ ମୋଦିଙ୍କୁ ଟୁଇଟକରି ଅଭିନନ୍ଦନ ଜଣାଇବା ସହ ଦୀର୍ଘାୟୁ କାମନା କରିଥିଲେ । ଏହା ସହିତ ।

ଜଗନ୍ନାଥଙ୍କ ନାଁ ନେଇ ତାଙ୍କର ସଫଳ କାମନା କରିବା ସହିତ ଭାରତ ଆତ୍ମନିର୍ଭର ହେଉ ଲେକି ଟୁଇଟ କରିଥିଲେ । ଆଉ ଏହାର ଜବାବ ମଧ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ । ସେ ମଧ୍ୟ ଟୁଇଟର ପ୍ରତି ଜବାବରେ ଧନ୍ୟବାଦ ଜଣାଇଛନ୍ତି ସବ୍ୟସାଚୀଙ୍କୁ ।

Leave a Reply

Your email address will not be published. Required fields are marked *