ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ରଙ୍କ ଘରେ ସିବିଆଇ। ବିଧାୟକ ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡ୍‌। ୟୁନିଟ-୧ ସ୍ଥିତ ବାସଭବନରେ ଚଢ଼ାଉ କରିଛି ସିବିଆଇ। ସି-ସୋର ଚିଟଫଣ୍ଡ ଲିଙ୍କରେ ରେଡ ଚାଲିଥିବା ସୂଚନା ମିଳିଛି।

ପଯ୍ୟର୍ଟନ ମନ୍ତ୍ରୀ ଥିବାବେଳେ ତାଙ୍କ ସମୟରେ ମହାନଦୀରେ ସି-ସୋରର ବୋଟିଂ ପ୍ରୋଜେକ୍ଟ ଏବଂ କଟକ ସହରରେ ଏକ ରେଷ୍ଟୁରାଣ୍ଟ ପାଇଁ ସେ ଅନୁମତି ଦେଇଥିଲେ। ଏହାସହିତ ଖୋର୍ଦ୍ଧା ଜିଲ୍ଲା ଅଟ୍ରି ଠାରେ ଏକ ସରକାରୀ ଗେଷ୍ଟ ହାଉସ ପାଇଁ ମଧ୍ୟ ଅନୁମତି ଦେଇଥିଲେ।

Leave a Reply

Your email address will not be published. Required fields are marked *