ଭୁବନେଶ୍ୱର: କରୋନା ପାଇଁ ବନ୍ଦ ରହିଥିଲା DL, LL ଆବେଦନ ପ୍ରକ୍ରିୟା ।ତେବେ ପୁଣି ଥରେ ଏହି ଆବେଦନ ପ୍ରକ୍ରିୟା ୨ ରୁ ୩ ଦିନ ଭିତରେ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ସବୁ ଆରଟିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଦିନକୁ ୨୦ ଜଣଙ୍କ ପାଇଁ ଟେଷ୍ଟ ଡ୍ରାଇଭ୍ ବ୍ୟବସ୍ଥା ହେବ ବୋଲି ସୂଚନା ମଧ୍ୟ ଦେଇଛନ୍ତି।

Leave a Reply

Your email address will not be published. Required fields are marked *