Odisha-bus news

କୋରନା ପାଇଁ ଦୀର୍ଘ ଦିନ ଧରି ବସ ଚଳାଚଳରେ ବାଧା ଥିବା ବେଳେ unlockdown 4.0 ପରେ ରାଜ୍ୟରେ ବସ ଚଳାଚଳ ସ୍ୱାଭାବିକ ହୋଇଅଛି |

ଓଏସ୍ଆରଟିସିର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରାଙ୍କ ସୂଚନା ଅନୁସାରେ 24ଟି ରୁଟ୍ ରେ ବସ ଚଳାଚଳ ହେବ,ପ୍ରଥମ ଦିନରେ ୧୪ଟି ଡିପୋରୁ ୨୯ଟି ରୁଟରେ ୬୦ରୁ ଅଧିକ ବସ୍ ଚାଲିବା ଆରମ୍ଭ ହୋଇଛି | ଏହାସହ ଚଳିତ ସପ୍ତାହରେ 7 ଦିନ “ମୋ ବସ ” ଚଳାଚଳ ହେବାର ସୂଚନା ମିଳିଛି |

ବସରେ ସମସ୍ତ ଯାତ୍ରୀ ମାସ୍କ ପିନ୍ଧିବା ବାଧ୍ୟ କରାଯିବା ସହ ବସରେ କେହିବି ଛିଡା ହୋଇ ଯାତ୍ରା କରି ପାରିବେନି ବୋଲି ନୟମ କରାଯାଇଅଛି |

Leave a Reply

Your email address will not be published. Required fields are marked *