weather

ମଧ୍ୟମ ଦିନର ପାଣିପାଗ ବୁଲେଟିନ୍ ରିପୋର୍ଟ ଅନୁଯାଇ ଆସନ୍ତା 3 ଦିନ ଧରି ଓଡିଶାର 9 ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହି ଅଛି ବୋଲି ଭୁବନେଶ୍ୱର ପାଣିପଗା ବିଭାଗରୁ ଦର୍ଶାଯାଇଛି |

ଜିଲ୍ଲା ଗୁଡିକ ମଧ୍ୟରେ କେନ୍ଦୁଝର, ମୟୁରଭଞ୍ଜ , ଅନୁଗୁଳ, ଢେଙ୍କାନାଳ , କନ୍ଧମାଳ ,ମାଲକାନଗିରି ,କୋରାପୁଟ ,ରାୟଗଡା , ଏବଂ ଅନ୍ୟାନ ଏକ କିମ୍ବା ଦୁଇ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଅଛି | ମୟୁରଭଞ୍ଜ ଓ ଗଜପତି ଜିଲ୍ଲା ପ୍ରବଳ ବର୍ଷା ହେବାର ସମ୍ଭାବନା ରହି ଅଛି |

ଆଗାମି 01/09/2020 ରୁ 05/09/2020 ତାରିଖ ପର୍ଯନ୍ତ ବିଜୁଳୀ, ଘଡଘଡି ସହ ବର୍ଷା ହେବାର ସମ୍ଭାବନା ସହିତ ଏହି ଜିଲ୍ଲା ଗୁଡିକୁ yellow warning ମଧ୍ୟ ଦିଆଯାଇଅଛି |

Leave a Reply

Your email address will not be published. Required fields are marked *